Chhi Chhi Chhi Re Nani - Sad Video Songs Download

128 Views

Published Jan 26, 2025

ODIA VIDEO


Lyrics Odia

ଛି ଛି ଛିରେ ନନୀ ଛି 

ଛି ଛି ଛିରେ ନନୀ ଛିରେ ଛିରେ ଛି |


ସରତେ ଦିନର ସାନ ହେବା କାଜେ

ଫଜଲ ନେଇ ରେଲୁ ------ 2

ବଞ୍ଜାରୁଣୀ ମା’ର ପାଖେ ଯାଇ 

ନିୟମ କରି ରେଲୁ ||


ଗଲାଗଲା ଯାକ ତୋର ହେବି ବୋଲି 

କେତେକଥା କହି ରେଲୁ |

ମୁଁ ଗାଁ ଯାଇକିରି ଆସଲା ବେଲେ    

କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି 


ଛି ଛି ଛିରେ ନନୀ ଛି 

ଛି ଛି ଛିରେ ନନୀ ଛିରେ ଛିରେ ଛି |

ଧନକେ ଦେଖଲୁ ତୁଇ ନନୀ ସିନା 

ମନକେ ଚିହ୍ନିଲୁ ନାଇଁ |

ସୁନାକେ ଚିନଲୁ ବାନାକେ ଚିନଲୁ 

ମନୁଷ ଚିନଲୁ ନାଇଁ ||

ଧନ ନାଇଁ ବୋଲି ମୋର ପାଖେ ନନୀ 

ତାର କାଛେ ଉଠିଗଲୁ |

ଧନ ଅଛେ ସିନା ମନ ନାଇଁ ତାକେ 

ତୁଇ ଯାନି ନ ପାରଲୁ ||


ଗୋଟେ ଦିନ ମିଶା ଜଗିଦେଲୁ ନାଇଁ 

କେଡେ କଥା କରିଦେଲୁ |

ମୁଁ ଗାଁ ଯାଇକିରି ଆସଲା ବେଲେ    

କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି  


ଛି ଛି ଛିରେ ନନୀ ଛି 

ଛି ଛି ଛିରେ ନନୀ ଛିରେ ଛିରେ ଛି |


 ତୋର କାଥା ଧରି ଋଣ ବାଡି ଧରି  

 ସବୁକଥା କରିଥିଲି |

ମାଳି ମୁଦି ଗୁନ ପାଁଏରି ପାଝଲ 

ସବୁକିଛି ଦେଇ ଥିଲି ||

ତତେ ଶ୍ରଦ୍ଧା ବୋଲି ରଙ୍ଗ ଫଟାଏ କାନି 

ସଙ୍ଗେ ଦେଇ ରେଲିଂ ଘରେ |  

ଭୋଜିଭାତ ଲାଗି ଛେଲି ମେଣ୍ଢା କିଣି 

ରଖିଦେଲି ଆମର ଘରେ ||


ନସାଇ ଦେଲୁ ନନୀ ସବୁ ଆଶା ମୋର 

କାୟ ଦୁଃଖ ତୁଇ ଦେଲୁ |

ମୁଁ ଗାଁ ଯାଇକିରି ଆସଲା ବେଲେ    

କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି  


ଛି ଛି ଛିରେ ନନୀ ଛି 

ଛି ଛି ଛିରେ ନନୀ ଛିରେ ଛିରେ ଛି |

Releted Playlist